ପ୍ରକାଶିତ ଲେଖା ଓଡ଼ିଶାର ୫୦ରୁ ଉର୍ଦ୍ଧ୍ଵ ପତ୍ରପତ୍ରିକାରେ ଗପ କବିତା ଦୀର୍ଘ ୨୦ ବର୍ଷ ଧରି ପ୍ରକାଶିତ । "ତ୍ରିଶକ୍ତି ସାହିତ୍ୟ ସମାଜ" ନାମରେ ଏକ ସଂଗଠନର ସମ୍ପାଦିକା ଓ ତ୍ରୈମାସିକ ସାହିତ୍ୟ ପତ୍ରିକା "ଶିଳାଶ୍ରୀ"ର ସମ୍ପାଦିକା ରୂପେ କାର୍ଯ୍ୟରତ ।