ଲେଖିକା/ଲେଖକ ବୄନ୍ଦ

ଶ୍ରୀମତୀ ମନସ୍ବିନୀ ସାହୁ ଓଡିଶା ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଅଛନ୍ତି । ତା ସହିତ ଗପ ,ପ୍ରବନ୍ଧ ,କବିତା ଓ ସ୍ତମ୍ଭ ମାନ ଲେଖନ୍ତି ଯାହା ସମାଜର ବିଭିନ୍ନ ସମସ୍ୟା ଉପରେ ଆଧାରିତ ହୋଇଥାଏ । ଲେଖିବା ତାଙ୍କର ନିଶା । ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିମଧ୍ୟ ସେ ଖୁବ୍ ସୁନ୍ଦର କବିତା ମଧ୍ୟ ଲେଖନ୍ତି ।