ପ୍ରକାଶନର ନିୟମାବଳୀ

ଶିଳାଶ୍ରୀ ଇ-ପତ୍ରିକା ପ୍ରତିମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ।

ଗପ, କବିତା, ରମ୍ୟରଚନା, ପ୍ରବନ୍ଧ, ଭ୍ରମଣ କାହାଣୀ, ଅନୁଭୂତି, ଶିଶୁ କିଶୋର ଲେଖା ପ୍ରକାଶ ପାଇବ ।
ଲେଖା ପୋଷ୍ଟରେ, ହ୍ବାଟ୍ସଅପ୍ ରେ ପଠାଇ ପାରିବେ ।
ଧର୍ମ ସମ୍ବଧିୟ ଲେଖା ମଧ୍ୟ ପ୍ରକାଶ ପାଇବ ।

+୯୧- ୯୮୫୩୯୯୩୯୯୩ ବା das.basanti35@gmail.com ରେ ପଠାଇ ପାରିବେ ।
କୌଣଷି ବିବାଦିୟ ଲେଖା ଗ୍ରହଣ କରାଯିବନାହିଁ ।